ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୫ ।

0 1,301

ବ୍ରହ୍ମପୁର ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୫ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୯୭୮, ସୁସ୍ଥ ସଂଖ୍ୟା ୧୮,୦୩୧,ଚିକିତ୍ସିତ ସଂଖ୍ୟା ୭୨୫ ଏବଂ ମୃତ ସଂଖ୍ୟା ୨୧୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୧ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୫ ବୋଲି ଜଣାପଡିଛି ।

Leave A Reply

Your email address will not be published.