ବ୍ରହ୍ମପୁର ,ତା-୦୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୨,୩୯୮, ଚିକିତ୍ସିତ ସଂଖ୍ୟା ୩୨,୩୧୨, ମୃତ ସଂଖ୍ୟା ୫୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୧ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୮୮୩, ସୁସ୍ଥ ସଂଖ୍ୟା ୧୭,୯୩୩,ଚିକିତ୍ସିତ ସଂଖ୍ୟା ୭୨୯ ଏବଂ ମୃତ ସଂଖ୍ୟା ୨୧୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୪୮ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୧ ବୋଲି ଜଣାପଡିଛି ।