ବ୍ରହ୍ମପୁର ,ତା-୦୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୨,୩୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୯,୩୯୮, ଚିକିତ୍ସିତ ସଂଖ୍ୟା ୩୨,୩୬୨, ମୃତ ସଂଖ୍ୟା ୫୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୯ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୮୧୨, ସୁସ୍ଥ ସଂଖ୍ୟା ୧୭,୮୧୮,ଚିକିତ୍ସିତ ସଂଖ୍ୟା ୭୭୭ ଏବଂ ମୃତ ସଂଖ୍ୟା ୨୦୯ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୯୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୯ ବୋଲି ଜଣାପଡିଛି ।