ବ୍ରହ୍ମପୁର ,ତା-୦୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୩,୭୭୪, ଚିକିତ୍ସିତ ସଂଖ୍ୟା ୨୯,୬୫୮, ମୃତ ସଂଖ୍ୟା ୫୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୦୮ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୮,୬୫୨, ସୁସ୍ଥ ସଂଖ୍ୟା ୧୭,୫୨୨,ଚିକିତ୍ସିତ ସଂଖ୍ୟା ୯୧୮ ଏବଂ ମୃତ ସଂଖ୍ୟା ୨୦୪ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୧୦ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୦୮ ବୋଲି ଜଣାପଡିଛି ।