ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୪ ।

0 1,282

ବ୍ରହ୍ମପୁର ,ତା-୨୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୫,୩୨୩, ଚିକିତ୍ସିତ ସଂଖ୍ୟା ୨୮,୮୩୬, ମୃତ ସଂଖ୍ୟା ୪୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୪ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୨୮୭, ସୁସ୍ଥ ସଂଖ୍ୟା ୧୫,୪୬୨,ଚିକିତ୍ସିତ ସଂଖ୍ୟା ୧,୬୩୨ ଏବଂ ମୃତ ସଂଖ୍ୟା ୧୮୫ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୮୨ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୪ ବୋଲି ଜଣାପଡିଛି ।

Leave A Reply

Your email address will not be published.