ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୭ ।

0 1,194

ବ୍ରହ୍ମପୁର ,ତା-୨୭/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୨,୮୧୩, ଚିକିତ୍ସିତ ସଂଖ୍ୟା ୨୭,୬୩୮, ମୃତ ସଂଖ୍ୟା ୪୪୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୧୧୩, ସୁସ୍ଥ ସଂଖ୍ୟା ୧୫,୧୮୫,ଚିକିତ୍ସିତ ସଂଖ୍ୟା ୧,୭୩୭ ଏବଂ ମୃତ ସଂଖ୍ୟା ୧୮୩ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୩୮୪ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୭ ବୋଲି ଜଣାପଡିଛି ।

Leave A Reply

Your email address will not be published.