ପାରଳାଖେମୁଣ୍ଡି ,ତା-୦୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୯,୩୯୮, ଚିକିତ୍ସିତ ସଂଖ୍ୟା ୩୧,୩୬୨, ମୃତ ସଂଖ୍ୟା ୫୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୩ ସହ ଗଜପତି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୦୪୭, ସୁସ୍ଥ ସଂଖ୍ୟା ୨,୮୨୧,ଚିକିତ୍ସିତ ସଂଖ୍ୟା ୨୦୭ ଏବଂ ମୃତ ସଂଖ୍ୟା ୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୦୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୪୯୦ ହୋଇଥିବା ବେଳେ ଗଜପତି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୩ ବୋଲି ଜଣାପଡିଛି ।