ଗଛ ଲଗାଇବା ଜୀବନ ବଞ୍ଚାଇବା ଆଜି ଶପଥ ନେବା । ଜିଲ୍ଲା By PPT NEWS Last updated Aug 13, 2020 0 185 Share ଯାଜପୁର,୧୩/୦୮(ପିପିଟି);ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଦୁଇ ସମାଜସେବୀ ଅକ୍ଷୟ କୁମାର ନାୟକ ଓ ଅମୀୟ କୁମାର ପରିଡା ବିଭିନ୍ନ ଅଂଚଳରେ ବୃକ୍ଷ ରୋପଣ କରିବା ସହିତ ଗଛ ଲଗାଇବା ଜୀବନ ବଞ୍ଚାଇବା ବାର୍ତ୍ତା ଦେଇଛନ୍ତି । 0 185 Share