ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୩୬ ।

0 1,034

ଭୁବନେଶ୍ବର,ତା-୨୫/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୨,୯୭୨, ଚିକିତ୍ସିତ ସଂଖ୍ୟା ୨,୯୮୯ ମୃତ ସଂଖ୍ୟା ୧,୮୫୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୫୫୭, ସୁସ୍ଥ ସଂଖ୍ୟା ୫୧,୯୭୧,ଚିକିତ୍ସିତ ସଂଖ୍ୟା ୨୫୮ ଏବଂ ମୃତ ସଂଖ୍ୟା ୩୧୮ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୨୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬ ବୋଲି ଜଣାପଡିଛି ।

Leave A Reply

Your email address will not be published.