ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୫୨ ।

0 527

ଭୁବନେଶ୍ବର ,ତା-୨୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୫,୬୭୫, ଚିକିତ୍ସିତ ସଂଖ୍ୟା ୩୭,୬୮୪ ମୃତ ସଂଖ୍ୟା ୭୧୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୫୨ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୧,୪୪୧, ସୁସ୍ଥ ସଂଖ୍ୟା ୨୪,୯୨୯,ଚିକିତ୍ସିତ ସଂଖ୍ୟା ୬,୩୯୭ ଏବଂ ମୃତ ସଂଖ୍ୟା ୧୦୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୨ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୫୨ ବୋଲି ଜଣାପଡିଛି ।

Leave A Reply

Your email address will not be published.