ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୬୩ ।

0 550

ଭୁବନେଶ୍ବର ,ତା-୧୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୭,୫୬୭, ଚିକିତ୍ସିତ ସଂଖ୍ୟା ୩୭,୨୩୯, ମୃତ ସଂଖ୍ୟା ୬୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୬୩ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୦,୧୪୫, ସୁସ୍ଥ ସଂଖ୍ୟା ୨୩,୪୮୪,ଚିକିତ୍ସିତ ସଂଖ୍ୟା ୬,୫୪୮ ଏବଂ ମୃତ ସଂଖ୍ୟା ୧୦୩ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୯ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୬୩ ବୋଲି ଜଣାପଡିଛି ।

Leave A Reply

Your email address will not be published.