ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୬୮୮ ।

0 442

ଭୁବନେଶ୍ବର ,ତା-୧୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୩,୪୬୬, ଚିକିତ୍ସିତ ସଂଖ୍ୟା ୩୭,୧୪୦, ମୃତ ସଂଖ୍ୟା ୬୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୮୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୯,୪୮୨, ସୁସ୍ଥ ସଂଖ୍ୟା ୨୨,୭୦୨,ଚିକିତ୍ସିତ ସଂଖ୍ୟା ୬,୬୬୭ ଏବଂ ମୃତ ସଂଖ୍ୟା ୧୦୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୮୮ ବୋଲି ଜଣାପଡିଛି ।

Leave A Reply

Your email address will not be published.