ଭୁବନେଶ୍ବର ,ତା-୧୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୫,୭୩୮, ଚିକିତ୍ସିତ ସଂଖ୍ୟା ୩୬,୪୭୩, ମୃତ ସଂଖ୍ୟା ୬୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୭୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୧୪୭, ସୁସ୍ଥ ସଂଖ୍ୟା ୨୦,୯୧୩,ଚିକିତ୍ସିତ ସଂଖ୍ୟା ୭,୧୨୮ ଏବଂ ମୃତ ସଂଖ୍ୟା ୯୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୭୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୭୬ ବୋଲି ଜଣାପଡିଛି ।