ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୫୮ ।

0 223

ଭୁବନେଶ୍ବର ,ତା-୧୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୮,୬୪୨, ଚିକିତ୍ସିତ ସଂଖ୍ୟା ୩୫,୬୭୩, ମୃତ ସଂଖ୍ୟା ୬୩୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୫୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୭୫୪, ସୁସ୍ଥ ସଂଖ୍ୟା ୧୯,୬୬୬,ଚିକିତ୍ସିତ ସଂଖ୍ୟା ୬,୯୮୪ ଏବଂ ମୃତ ସଂଖ୍ୟା ୯୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୯୮ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୫୮ ବୋଲି ଜଣାପଡିଛି ।

Leave A Reply

Your email address will not be published.