ଭୁବନେଶ୍ବର ,ତା-୧୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୮୦୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୫,୨୭୯, ଚିକିତ୍ସିତ ସଂଖ୍ୟା ୩୪,୮୪୯, ମୃତ ସଂଖ୍ୟା ୬୨୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୫୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୯୯୬, ସୁସ୍ଥ ସଂଖ୍ୟା ୧୮,୮୬୦,ଚିକିତ୍ସିତ ସଂଖ୍ୟା ୭,୦୩୪ ଏବଂ ମୃତ ସଂଖ୍ୟା ୯୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୧୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୫୬ ବୋଲି ଜଣାପଡିଛି ।