ଭୁବନେଶ୍ବର ,ତା-୧୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୨,୦୬୨, ଚିକିତ୍ସିତ ସଂଖ୍ୟା ୩୪,୧୬୩, ମୃତ ସଂଖ୍ୟା ୬୧୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୧୫ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୪୪୦, ସୁସ୍ଥ ସଂଖ୍ୟା ୧୮,୨୧୩,ଚିକିତ୍ସିତ ସଂଖ୍ୟା ୭,୧୨୮ ଏବଂ ମୃତ ସଂଖ୍ୟା ୮୯ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୭୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୧୫ ବୋଲି ଜଣାପଡିଛି ।