ଭୁବନେଶ୍ବର ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୮୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୪,୦୧୯, ସୁସ୍ଥ ସଂଖ୍ୟା ୧୭,୧୧୫,ଚିକିତ୍ସିତ ସଂଖ୍ୟା ୬,୮୧୨ ଏବଂ ମୃତ ସଂଖ୍ୟା ୮୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୮୭ ବୋଲି ଜଣାପଡିଛି ।