ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୯୭ ।

0 591

ଭୁବନେଶ୍ବର ,ତା-୦୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୪,୦୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୩,୭୭୪, ଚିକିତ୍ସିତ ସଂଖ୍ୟା ୨୯,୬୫୮, ମୃତ ସଂଖ୍ୟା ୫୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୯୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୪୧୫, ସୁସ୍ଥ ସଂଖ୍ୟା ୧୩,୬୬୯,ଚିକିତ୍ସିତ ସଂଖ୍ୟା ୭,୬୬୧ ଏବଂ ମୃତ ସଂଖ୍ୟା ୭୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୧୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୯୭ ବୋଲି ଜଣାପଡିଛି ।

Leave A Reply

Your email address will not be published.