ଭୁବନେଶ୍ବର ,ତା-୦୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୭,୩୫୧, ଚିକିତ୍ସିତ ସଂଖ୍ୟା ୨୮,୭୪୩, ମୃତ ସଂଖ୍ୟା ୫୩୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୮୫୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୯,୭୪୦, ସୁସ୍ଥ ସଂଖ୍ୟା ୧୨,୪୫୫,ଚିକିତ୍ସିତ ସଂଖ୍ୟା ୭,୨୦୩ ଏବଂ ମୃତ ସଂଖ୍ୟା ୭୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୬୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୮୫୯ ବୋଲି ଜଣାପଡିଛି ।