ଭୁବନେଶ୍ବର ,ତା-୦୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୭,୨୮୬, ଚିକିତ୍ସିତ ସଂଖ୍ୟା ୨୮,୭୧୯, ମୃତ ସଂଖ୍ୟା ୪୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୬୬୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୪୮୨, ସୁସ୍ଥ ସଂଖ୍ୟା ୧୦,୫୬୧,ଚିକିତ୍ସିତ ସଂଖ୍ୟା ୬,୭୯୦ ଏବଂ ମୃତ ସଂଖ୍ୟା ୬୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୨୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୬୬୬ ବୋଲି ଜଣାପଡିଛି ।