କନ୍ଧମାଳ,୧୧/୧୦(ପିପିଟି): କନ୍ଧମାଳ ଜିଲ୍ଲା କୁଇ ସମାଜ ସେବା ସମିତି ଫିରିଙ୍ଗିଆ ଶାଖାର ନୂତନ କାର୍ଯ୍ୟ କର୍ତ୍ତା ମନୋନୟନ ନିର୍ବାଚନ ବୈଠକ ନିର୍ବାଚନ ଅଧିକାରୀ ବଲମା କହଁର ଓ ଜୟ ସିଂ କହଁରଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘କୁଇଭାଷା ସାହିତ୍ୟ ସମିତି ଓଡିଶା’ କନ୍ଧମାଳର ସଭାପତି ଦିନବନ୍ଧୁ କହଁର,ପୁର୍ବତନ ବିଧାୟକ ଦୁଗୁନୀ କହଁର ,ବରିଷ୍ଠ କୁଇ ନେତା କଣ୍ଠେଶ୍ବର କହଁର,ଗୋବର୍ଦ୍ଧନ ମଲିକ ପ୍ରମୁଖ ଉପସ୍ଥିତ ଥିଲେ । ଅସ୍ଥାୟୀ ସଭାପତି ମୁକୁନ୍ଦ କହଁର ଙ୍କୁ ସ୍ଥାୟୀ ସଭାପତି ଭାବେ ସମସ୍ତ ଉପ ଶାଖାର ସଭାପତି ସମ୍ପାଦକ ଓ କାର୍ଯ୍ୟ କର୍ତ୍ତା ବହୁ ସମର୍ଥନ କରି ନିର୍ବାଚିତ କରିଛନ୍ତି, ଉପସଭାପତି ଭାବେ ପୁରନ୍ଦର କହଁର, ସମ୍ପାଦକ ଏସିଆ କହଁର, ସହ ସମ୍ପାଦକ କୁନା କହଁର କୋଷାଧ୍ୟକ୍ଷ ଶଙ୍କର କହଁର, ଯୁବ ସଭ୍ୟ ଭୋଦେବ କହଁର,ବରିଷ୍ଠ ଯୁବ ନେତା ରଘୁପତି କହଁର, ମୁଖ୍ୟ ସଭ୍ୟ ରାମଦାସ କହଁର, ମହିଳା ନେତ୍ରୀ ପୂର୍ଣ୍ଣତୟା କହଁର , ବିଜୁଳି କହଁର, ମୂଖ୍ୟ ସଚେତକ ମହେନ୍ଦ୍ର ମଲିକ,ବିଚାରକ ମଣ୍ଡଳୀ ଭାବେ ଜୟ ସିଂ କହଁର, ବଲମା କହଁର,ବାମି କହଁର, ଦୁଃଶାସନ କହଁର, ଫିରିଙ୍ଗି କହଁର , ସମୀକ୍ଷକ ଭାବେ କଣ୍ଠେଶ୍ବର କହଁର, ଗୋବର୍ଦ୍ଧନ ମଲିକ, ରଘୁନାଥ ମଲିକ ଉମାକାନ୍ତ କହଁର, ମୂଖ୍ୟ ସଚେତକ ମହେନ୍ଦ୍ର ମଲିକ, ଦିନବନ୍ଧୁ କହଁର,ରଘୁପତି କହଁର,ତିଳେଶ୍ବର କହଁର, ନାରାୟଣ କହଁର ନିର୍ବାଚିତ ହୋଇଥିବା ବରିଷ୍ଠ ଯୁବ ନେତା ରଘୁପତି କହଁର ସୁଚନା ଦେଇଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)