ଫୁଲବାଣୀ ,ତା-୨୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୯୨,୫୪୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୩,୨୧୩, ଚିକିତ୍ସିତ ସଂଖ୍ୟା ୩୮,୫୪୬, ମୃତ ସଂଖ୍ୟା ୭୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୫ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୮୪୫, ସୁସ୍ଥ ସଂଖ୍ୟା ୩,୦୬୨,ଚିକିତ୍ସିତ ସଂଖ୍ୟା ୭୬୩ ଏବଂ ମୃତ ସଂଖ୍ୟା ୨୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୩୭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୫ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ