ଫୁଲବାଣୀ ,ତା-୨୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୭୯,୮୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୧,୬୫୭, ଚିକିତ୍ସିତ ସଂଖ୍ୟା ୩୭,୪୬୯, ମୃତ ସଂଖ୍ୟା ୭୦୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭୮ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୫୬୩, ସୁସ୍ଥ ସଂଖ୍ୟା ୨,୭୯୨,ଚିକିତ୍ସିତ ସଂଖ୍ୟା ୭୫୩ ଏବଂ ମୃତ ସଂଖ୍ୟା ୧୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୩୩୦ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭୮ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ