ଫୁଲବାଣୀ ,ତା-୧୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୬୭,୧୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୨୯,୮୫୯, ଚିକିତ୍ସିତ ସଂଖ୍ୟା ୩୬,୫୮୦, ମୃତ ସଂଖ୍ୟା ୬୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧୬ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୨୦୬, ସୁସ୍ଥ ସଂଖ୍ୟା ୨,୬୩୬,ଚିକିତ୍ସିତ ସଂଖ୍ୟା ୫୫୩ ଏବଂ ମୃତ ସଂଖ୍ୟା ୧୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୧ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୬ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ