ଫୁଲବାଣୀ ,ତା-୧୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୫୮,୬୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୨୨,୦୨୪, ଚିକିତ୍ସିତ ସଂଖ୍ୟା ୩୫,୬୯୨୮, ମୃତ ସଂଖ୍ୟା ୬୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୫ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩,୦୧୭, ସୁସ୍ଥ ସଂଖ୍ୟା ୨,୪୬୭,ଚିକିତ୍ସିତ ସଂଖ୍ୟା ୫୩୩ ଏବଂ ମୃତ ସଂଖ୍ୟା ୧୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୪୫ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୫ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ