ଫୁଲବାଣୀ ,ତା-୧୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୪୬,୮୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୧୨,୦୬୨, ଚିକିତ୍ସିତ ସଂଖ୍ୟା ୩୪,୧୬୩, ମୃତ ସଂଖ୍ୟା ୬୧୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୭୫୮, ସୁସ୍ଥ ସଂଖ୍ୟା ୨,୩୦୧,ଚିକିତ୍ସିତ ସଂଖ୍ୟା ୪୪୨ ଏବଂ ମୃତ ସଂଖ୍ୟା ୧୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୭୭ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ