ଫୁଲବାଣୀ ,ତା-୦୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୨୪,୦୩୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୩,୭୭୪, ଚିକିତ୍ସିତ ସଂଖ୍ୟା ୨୯,୬୫୮, ମୃତ ସଂଖ୍ୟା ୫୪୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୫ ସହ କନ୍ଧମାଳ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୧୧, ସୁସ୍ଥ ସଂଖ୍ୟା ୨,୧୧୧,ଚିକିତ୍ସିତ ସଂଖ୍ୟା ୨୮୮ ଏବଂ ମୃତ ସଂଖ୍ୟା ୧୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୧୦ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୫ ବୋଲି ଜଣାପଡିଛି । ରିପୋର୍ଟ – ଶିବାନନ୍ଦ ପଟ୍ଟନାୟକ