କଟରା ଗ୍ରମ ପଞ୍ଚାୟତରେ ଧାନ ମଣ୍ଡି ଉଦ୍‌ଘାଟିତ।

0 348

ତିର୍ତ୍ତୋଲ,୨୪/୧(ପିପିଟି); ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ କଟରା ଗ୍ରାମ ପଞ୍ଚାୟତର ସନ୍ଥବିନୋବା ସେବା ସମବାୟ ସମିତିରେ ଜଗତସିଂହପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପର୍ଯ୍ଯଵେକ୍ଷକ କୃଷ୍ଣଚନ୍ଦ୍ର ଵାରିକଙ୍କ ଦ୍ବରା ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନ ସଭାରେ ସମିତି ପ୍ରଶାସକ ରଞ୍ଜିତ କୁମାର ସାହୁ ,ସମିତି ସଂପାଦକ ପରମାନନ୍ଦ ଦାସ ,ସମିତି ସହାୟକ ଶାରଦା ଚରଣ ରାଉତ,ଧାନ କ୍ରୟ କମିଟିର ସଭ୍ୟ, ସମିତିର ସଦସ୍ୟ ତଥା ସ୍ଥାନୀୟ ଚାଷୀଵୃନ୍ଦମାନେ ଉପସ୍ଥିତଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି ।)

Leave A Reply

Your email address will not be published.