କଟକ ,ତା-୦୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୦,୨୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୦,୩୩୧, ଚିକିତ୍ସିତ ସଂଖ୍ୟା ୨୯,୨୯୯, ମୃତ ସଂଖ୍ୟା ୫୩୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୯୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୦୪୩, ସୁସ୍ଥ ସଂଖ୍ୟା ୬,୯୮୭,ଚିକିତ୍ସିତ ସଂଖ୍ୟା ୩,୦୧୫ ଏବଂ ମୃତ ସଂଖ୍ୟା ୩୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୫୪୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୯୫ ବୋଲି ଜଣାପଡିଛି ।