କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୬ ।

0 252

କଟକ ,ତା-୦୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୭,୨୮୬, ଚିକିତ୍ସିତ ସଂଖ୍ୟା ୨୮,୭୧୯, ମୃତ ସଂଖ୍ୟା ୫୦୩ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୧୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୫୯୪, ସୁସ୍ଥ ସଂଖ୍ୟା ୫,୩୧୦,ଚିକିତ୍ସିତ ସଂଖ୍ୟା ୩,୨୪୮ ଏବଂ ମୃତ ସଂଖ୍ୟା ୩୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୦୨୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୧୨ ବୋଲି ଜଣାପଡିଛି ।

Leave A Reply

Your email address will not be published.