କଟକ ,ତା-୩୧/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୩,୯୩୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୭୩,୨୩୩, ଚିକିତ୍ସିତ ସଂଖ୍ୟା ୨୯,୭୫୮, ମୃତ ସଂଖ୍ୟା ୪୯୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୩୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୨୮୨, ସୁସ୍ଥ ସଂଖ୍ୟା ୪,୮୪୨,ଚିକିତ୍ସିତ ସଂଖ୍ୟା ୩,୪୦୫ ଏବଂ ମୃତ ସଂଖ୍ୟା ୩୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୦୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୩୬ ବୋଲି ଜଣାପଡିଛି ।