କଟକ ,ତା-୨୮/୦୮(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯୪,୬୬୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୬୫,୩୨୩, ଚିକିତ୍ସିତ ସଂଖ୍ୟା ୨୮,୮୩୬, ମୃତ ସଂଖ୍ୟା ୪୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭,୩୮୬, ସୁସ୍ଥ ସଂଖ୍ୟା ୪,୨୪୩,ଚିକିତ୍ସିତ ସଂଖ୍ୟା ୩,୧୧୧ ଏବଂ ମୃତ ସଂଖ୍ୟା ୨୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୮୨ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୯ ବୋଲି ଜଣାପଡିଛି ।