କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭୭ ।

0 336

କଟକ ,ତା-୨୩/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୯୨,୫୪୮ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୫୩,୨୧୩, ଚିକିତ୍ସିତ ସଂଖ୍ୟା ୩୮,୫୪୬, ମୃତ ସଂଖ୍ୟା ୭୩୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୭୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୭୯୨, ସୁସ୍ଥ ସଂଖ୍ୟା ୧୩,୨୩୨,ଚିକିତ୍ସିତ ସଂଖ୍ୟା ୪,୪୯୬ ଏବଂ ମୃତ ସଂଖ୍ୟା ୬୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୩୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୭୭ ବୋଲି ଜଣାପଡିଛି ।

Leave A Reply

Your email address will not be published.