କଟକ ,ତା-୨୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୮୮,୩୧୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୪୯,୩୭୯, ଚିକିତ୍ସିତ ସଂଖ୍ୟା ୩୮,୧୫୮, ମୃତ ସଂଖ୍ୟା ୭୨୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୭,୨୧୫, ସୁସ୍ଥ ସଂଖ୍ୟା ୧୨,୮୪୩,ଚିକିତ୍ସିତ ସଂଖ୍ୟା ୪,୩୦୯ ଏବଂ ମୃତ ସଂଖ୍ୟା ୫୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮୬ ବୋଲି ଜଣାପଡିଛି ।