କଟକ ,ତା-୧୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୭,୫୬୭, ଚିକିତ୍ସିତ ସଂଖ୍ୟା ୩୭,୨୩୯, ମୃତ ସଂଖ୍ୟା ୬୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯୧ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୫,୪୮୫, ସୁସ୍ଥ ସଂଖ୍ୟା ୧୧,୭୧୮,ଚିକିତ୍ସିତ ସଂଖ୍ୟା ୩,୭୦୬ ଏବଂ ମୃତ ସଂଖ୍ୟା ୫୭ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୦୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୧ ବୋଲି ଜଣାପଡିଛି ।