କଟକ ,ତା-୧୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୩,୪୬୬, ଚିକିତ୍ସିତ ସଂଖ୍ୟା ୩୭,୧୪୦, ମୃତ ସଂଖ୍ୟା ୬୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୯୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୯୯୪, ସୁସ୍ଥ ସଂଖ୍ୟା ୧୦,୮୬୯,ଚିକିତ୍ସିତ ସଂଖ୍ୟା ୩,୭୬୬ ଏବଂ ମୃତ ସଂଖ୍ୟା ୫୬ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୯୨ ବୋଲି ଜଣାପଡିଛି ।