କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୯ ।

0 445

କଟକ ,ତା-୧୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୯,୮୫୯, ଚିକିତ୍ସିତ ସଂଖ୍ୟା ୩୬,୫୮୦, ମୃତ ସଂଖ୍ୟା ୬୬୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୫୦୨, ସୁସ୍ଥ ସଂଖ୍ୟା ୧୦,୮୬୯,ଚିକିତ୍ସିତ ସଂଖ୍ୟା ୩,୫୭୪ ଏବଂ ମୃତ ସଂଖ୍ୟା ୫୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୪୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୯ ବୋଲି ଜଣାପଡିଛି ।

Leave A Reply

Your email address will not be published.