କଟକ ,ତା-୧୬/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୬୨,୯୨୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୫,୭୩୮, ଚିକିତ୍ସିତ ସଂଖ୍ୟା ୩୬,୪୭୩, ମୃତ ସଂଖ୍ୟା ୬୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୭୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୪,୧୧୩, ସୁସ୍ଥ ସଂଖ୍ୟା ୧୦,୪୨୯,ଚିକିତ୍ସିତ ସଂଖ୍ୟା ୩,୬୨୬ ଏବଂ ମୃତ ସଂଖ୍ୟା ୫୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୨୭୦ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୭୪ ବୋଲି ଜଣାପଡିଛି ।