କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୭ ।

0 4

କଟକ ,ତା-୧୫/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୨୨,୦୨୪, ଚିକିତ୍ସିତ ସଂଖ୍ୟା ୩୫,୯୨୮, ମୃତ ସଂଖ୍ୟା ୬୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୭୩୯, ସୁସ୍ଥ ସଂଖ୍ୟା ୧୦,୦୫୪,ଚିକିତ୍ସିତ ସଂଖ୍ୟା ୩,୬୨୭ ଏବଂ ମୃତ ସଂଖ୍ୟା ୫୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୬୪୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୭ ବୋଲି ଜଣାପଡିଛି ।

Leave A Reply

Your email address will not be published.