କଟକ ,ତା-୧୪/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୮,୬୪୨, ଚିକିତ୍ସିତ ସଂଖ୍ୟା ୩୫,୬୭୩, ମୃତ ସଂଖ୍ୟା ୬୩୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୭ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୩,୩୮୨, ସୁସ୍ଥ ସଂଖ୍ୟା ୯,୭୧୦,ଚିକିତ୍ସିତ ସଂଖ୍ୟା ୩,୬୧୭ ଏବଂ ମୃତ ସଂଖ୍ୟା ୫୧ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୯୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୭ ବୋଲି ଜଣାପଡିଛି ।