କଟକ ,ତା-୧୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୬,୮୯୪ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୧୨,୦୬୨, ଚିକିତ୍ସିତ ସଂଖ୍ୟା ୩୪,୧୬୩, ମୃତ ସଂଖ୍ୟା ୬୧୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୬୩୩, ସୁସ୍ଥ ସଂଖ୍ୟା ୯,୦୮୭,ଚିକିତ୍ସିତ ସଂଖ୍ୟା ୩,୪୯୭ ଏବଂ ମୃତ ସଂଖ୍ୟା ୪୫ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୭୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬୮ ବୋଲି ଜଣାପଡିଛି ।