କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୪ ।

0 458

କଟକ ,ତା-୧୧/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୪୩,୧୧୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୮,୦୦୧, ଚିକିତ୍ସିତ ସଂଖ୍ୟା ୩୪,୪୫୮, ମୃତ ସଂଖ୍ୟା ୬୦୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୫୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୨,୨୬୫, ସୁସ୍ଥ ସଂଖ୍ୟା ୮,୬୬୨,ଚିକିତ୍ସିତ ସଂଖ୍ୟା ୩,୫୫୭ ଏବଂ ମୃତ ସଂଖ୍ୟା ୪୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୯୯୬ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୫୪ ବୋଲି ଜଣାପଡିଛି ।

Leave A Reply

Your email address will not be published.