କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯୨ ।

0 330

କଟକ ,ତା-୦୯/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୫,୧୩୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୩,୧୮୫, ଚିକିତ୍ସିତ ସଂଖ୍ୟା ୩୨,୩୧୨, ମୃତ ସଂଖ୍ୟା ୫୮୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୯୨ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୧୯, ସୁସ୍ଥ ସଂଖ୍ୟା ୮,୦୪୯,ଚିକିତ୍ସିତ ସଂଖ୍ୟା ୩,୪୨୭ ଏବଂ ମୃତ ସଂଖ୍ୟା ୩୯ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୭୪୮ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୯୨ ବୋଲି ଜଣାପଡିଛି ।

Leave A Reply

Your email address will not be published.