କଟକ ,ତା-୦୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୬,୩୬୪, ଚିକିତ୍ସିତ ସଂଖ୍ୟା ୩୦,୯୧୯, ମୃତ ସଂଖ୍ୟା ୫୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୮୬ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦,୭୫୧, ସୁସ୍ଥ ସଂଖ୍ୟା ୭,୬୬୯,ଚିକିତ୍ସିତ ସଂଖ୍ୟା ୩,୦୪୦ଏବଂ ମୃତ ସଂଖ୍ୟା ୩୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୬୧ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୮୬ ବୋଲି ଜଣାପଡିଛି ।