କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୦୦ ।

0 369

କଟକ ,ତା-୦୨/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୭୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୮୦,୭୭୦, ଚିକିତ୍ସିତ ସଂଖ୍ୟା ୨୮,୪୪୩, ମୃତ ସଂଖ୍ୟା ୫୧୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୦୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୮,୯୯୪, ସୁସ୍ଥ ସଂଖ୍ୟା ୫,୪୫୩,ଚିକିତ୍ସିତ ସଂଖ୍ୟା ୩,୫୦୫ ଏବଂ ମୃତ ସଂଖ୍ୟା ୩୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୨୧୯ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୦୦ ବୋଲି ଜଣାପଡିଛି ।

Leave A Reply

Your email address will not be published.