କବିସୂର୍ଯ୍ଯ ନଗର, ୧୦/୧୦(ପିପିଟି):ଆସିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କବିସୂର୍ଯ୍ୟ ନଗର ବ୍ଲକର ଓଡିଶା ସରକାର ଦ୍ଵାରା ନିଆଯାଇଥିବା ସ୍କୁଲ ରୁପାନ୍ତରଣ ଯୋଜନା ମାଧ୍ୟ୍ୟମରେ ନିଆଯାଇଥିବା ସ୍କୁଲ ଗୁଡିକୁ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ପରିଦର୍ଶନରେ ଯାଇ ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କଲେ ।
(ରିପୋର୍ଟ- ଉମାଚରଣ ପଟ୍ଟନାୟକ। )